ଭାଙ୍ଗିରୁଜି ଗଲାଣି ଗାଁ ରାସ୍ତା

ଅଷ୍ଟିନ ନ୍ୟୁଜ ତା-୦୯-୦୯-୨୦୨୩ ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଡୁବାଗାଡ଼ିଆ ଗାଁ ରାସ୍ତା ଭାଙ୍ଗିରୁଜି ଗଲାଣି | ବହୁବର୍ଷ ହେଲା ଲୋକମାନେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି | ପାଇପ ପାଣି ଯୋଗାଇ ଦେବା କହି ରାସ୍ତାକୁ ଖୋଳିତାଡି ଦେଇଛନ୍ତି | ପାଇପ ବିଛାଇ ସାରିବା ପରେ ଅଧିକାଂଶ ସ୍ଥାନରେ ରାସ୍ତାକୁ ମରାମତି ନ କରି ଛାଡି ଦିଆଯାଇଛି | ବର୍ଷାଦିନେ ସେହି ରାସ୍ତାରେ ଗାଁ ଲୋକମାନେ ଯାତାୟାତ କରିବା ଅସୁବିଧାର ସମ୍ମୁଖୀନ ସୃଷ୍ଟି ହେଉଛି | … Continue reading ଭାଙ୍ଗିରୁଜି ଗଲାଣି ଗାଁ ରାସ୍ତା